Sangeeta Barik

Others


2  

Sangeeta Barik

Others


ବିବାହ

ବିବାହ

1 min 80 1 min 80


ବିବାହ ଏକ ଜୀବନ ପାଠ

ଯେଉଁଠି ଭୁଲ୍ ହୋଇଯାଏ ଗାଣିତିକ ସୂତ୍ର,

ଏକ ଆଉ ଏକ ମିଶି

ଦୁଇ ବଦଳରେ ହୋଇଥାଏ ଏକ ।


ବିବାହ ଏକ ଚୁକ୍ତି ପତ୍ର,

ଇଚ୍ଛା ଅନିଚ୍ଛା କୁ ଅଣଦେଖା କରି

ବୁଝାମଣାର ପୄଷ୍ଠାରେ କରିବାକୁ ପଡିଥାଏ

ନୀରବ ହସ୍ତାକ୍ଷର ।

 


Rate this content
Log in