The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Sangeeta Barik

Others

2  

Sangeeta Barik

Others

ବିବାହ

ବିବାହ

1 min
96



ବିବାହ ଏକ ଜୀବନ ପାଠ

ଯେଉଁଠି ଭୁଲ୍ ହୋଇଯାଏ ଗାଣିତିକ ସୂତ୍ର,

ଏକ ଆଉ ଏକ ମିଶି

ଦୁଇ ବଦଳରେ ହୋଇଥାଏ ଏକ ।


ବିବାହ ଏକ ଚୁକ୍ତି ପତ୍ର,

ଇଚ୍ଛା ଅନିଚ୍ଛା କୁ ଅଣଦେଖା କରି

ବୁଝାମଣାର ପୄଷ୍ଠାରେ କରିବାକୁ ପଡିଥାଏ

ନୀରବ ହସ୍ତାକ୍ଷର ।

 


Rate this content
Log in