STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଭଉଣୀ,ପତ୍ନୀ ଓ ମା

ଭଉଣୀ,ପତ୍ନୀ ଓ ମା

1 min
178


ନାରୀର ସ୍ଥାନ ଉଚ୍ଚରେ

ଯିଏ ଅଭିନୟ କରେ ବିଭିନ୍ନ ରୂପରେ।


ଭଉଣୀ ଶଦ୍ଦଟି ହିଁ ପବିତ୍ର 

ଯିଏ ରାକ୍ଷୀ ବାନ୍ଧିଥାଏ

ଦୀର୍ଘ ଭବିଷ୍ଯତ ପାଇଁ

ଈଶ୍ବରଙ୍କ ପାଖରେ ଦୀପ ଜଳାଏ

ରୋଗ,ଶୋକ କି ସନ୍ତାପ 

ପାଖକୁ ନ ଆସୁ।


ପତ୍ନୀ ଏକ ଶଦ୍ଦ 

ଯାହା ଦେବାକୁ ପ୍ରସ୍ତୁତ

ନିଜ ହୃଦୟରେ ଅସରନ୍ତି ଦୁଃଖକୁ ଲୁଚେଇ

ଭବିଷ୍ଯତ ପାଇଁ ଅନ୍ତଫାଡି଼ ଥାଏ 

ସ୍ବାମୀଙ୍କ କୁଳରକ୍ଷା ପାଇଁ।


ମା ଶଦ୍ଦ ତ ଅମୃତ

ଯାହା ଝରିଥାଏ ଝରଣା ସଦୃଶ

ପ୍ରତିକ୍ଷଣ ସଭିଙ୍କର ମଙ୍ଗଳ ହିଁ ମଙ୍ଗଳ

କାମନା କରେ ଭୁଲିଯାଇ 

ଦୁଃଖ ଆଉ ଶୋକ।


Rate this content
Log in