STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଭୁଲିନି କେବେ ତମକୁ !

ଭୁଲିନି କେବେ ତମକୁ !

1 min
13K


ଭୁଲିନି କେବେ ତମକୁ !

ରାଗ ରାବଳି ବଂଚିଛି ତୁମ ସ୍ଵପ୍ଣ ନେଇ କେବେ ଯେ ଶୁଣିବାକୁ ମିଳିବ ତୁମ ଗୁଞ୍ଜରଣ ଅନୁଭୁତିରେ ତ ବଞ୍ଚିଛି ବଞ୍ଚି ଚାଲିଛି ତମେ ଯଦି ଦିଅ ପ୍ରତାରଣା ର କ୍ଷତ ସେ କ୍ଷତରୁ ଝରାଉଥିବି ରକ୍ତ ଆଉ ସେଇ ରକ୍ତର ପ୍ରତି ବିନ୍ଦୁରେ ତମକୁ ବଞ୍ଚାଇ ରଖିଥିବି, ତମେ ଭୁଲି ଯାଇପାର କିନ୍ତୁ ମୁଁ, ଭୁଲିନି କେବେ ତମକୁ ।

କାଶ୍ୟପ ।


Rate this content
Log in