STORYMIRROR

Ram Prasad Bisoi

Others

0.8  

Ram Prasad Bisoi

Others

ଭୁଲି ଯିବାର ମନ୍ତ୍ର

ଭୁଲି ଯିବାର ମନ୍ତ୍ର

1 min
440



ପଞ୍ଚଇନ୍ଦ୍ରିୟ କୁ ବନାଇଦେଲି,

ବ୍ରହ୍ମଙ୍କ ପଞ୍ଚ ମସ୍ତକ,

ଛାଡିଦେଲି,

କାମନା,ହିଂସା,

ଅଭିମାନ,ଅଭିଯୋଗ

ବିଷ୍ଣୁ ପାଦେ ସମର୍ପିଦେଲି

ସବୁ

ଗୋଟିଏ କୁ

କିନ୍ତୁ

ଅପଣାଇନେଲି କହିପାର!

ତାକୁ

ଚେତନା ଅବା ଜ୍ଞାନ,

ଅଥବା ବୋଧ

ବିଷ୍ପୋରିତ୍ତ୍ ହେଲା ଚାରୋଟି

ଯାକ ମସ୍ତକ ,

ଅସହ୍ୟ ସେ ବେଦନା,

ବିଶ୍ୱ ବ୍ରହ୍ମାଣ୍ଡେ

ତ୍ରାହିତ୍ରାହି ମଚିଗଲା

ପାଠିଲା ଖପୁରି,ବ୍ରହ୍ମ କପାଳେ ! ମନ୍ଦାକୀନି ତୀରେ,

ଉଭାହେଲେ ଯୋଗିନି ମାୟା,

ମାୟାଗ୍ରସ୍ତ ପଞ୍ଚତତ୍ଵ

ଲେଖାହେଲା

ସଂସାରେ ତ୍ରିଗୁଣ ମହାଭାରତ

ପିଣ୍ଡପ୍ରାଣ

ସବୁ କଟାର ବାନ୍ଧି ଠିଆହେଲେ ,

ଶ୍ବଶାନେ ,ପାଠିଲା କପାଳ

କ୍ରମବିଚ୍ୟୁତ ସେ ଧାରା

ସଦାସର୍ବଦା ମୋକ୍ଷଦ୍ୱାରରେ,

ସିଦ୍ଧ ହେଲା

ତତ୍ଵ ! ତ୍ରିଗୁଣ ମହାଭାରତେ

#ଭୁଲିଯିବାରମନ୍ତ୍ର।


କାଶ୍ୟପ,

ରାମ ବିଶୋଇ,ରାୟଗଡା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍