STORYMIRROR

Hitesh Mohapatra

Others

3  

Hitesh Mohapatra

Others

ବହୁଦୁରେ

ବହୁଦୁରେ

1 min
125


ଚାନ୍ଦ ଲାଗି କୁମୁଦ ଝୁରେ, ଝୁରିମରେ

ଦୁରେ ବହୁଦୁରେ ବହୁଦୁରେ

ମନଧାଏଁ ଚାନ୍ଦ ପାଇଁ, କିନ୍ତୁ ଚାନ୍ଦ କାହିଁ

ଦୁରେ, ବହୁଦୁରେ, ବହୁଦୁରେ

ଚାନ୍ଦର ପରଶ ପାଇଁ, କୁମୁଦ ରହିଛି ଚାହିଁ

ଦୁରେ, ବହୁଦୁରେ, ବହୁଦୁରେ

ସେହି ପ୍ରାୟେ ମୁହିଁ, ରହିଛି ତୋତେ ଚାହିଁ

ଦୁରେ, ବହୁଦୁରେ, ବହୁଦୁରେ

କାହିଁକି ଅବୁଝା ମନ, ବୁଝୁ ନାହିଁ

ଦୁରେ, ବହୁଦୁରେ, ବହୁଦୁରେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍