ଭୁବନ
ଭୁବନ
1 min
192
ଏ ବିଶ୍ୱ ଭୁବନ
ସ୍ରଷ୍ଟା ଙ୍କ ସୃଷ୍ଟି ର
ଅପୂର୍ବ ଦାନ
ରଚି ଗଲେ ସୁନ୍ଦର୍ ସଂସାର
ସପ୍ତ ରଙ୍ଗ ରେ ରଙ୍ଗାୟିତ
ହେବ ଏ ବିଶ୍ବ ଭୁବନ
ପ୍ରକୃତି ଶୋଭା ରେ ଆକର୍ଷିତ ହୁଅଇ ମନ
ଇଶ୍ୱରଙ୍କ ଲୀଳା ବ୍ୟାପ୍ତ ଚରାଚର
ମଣିଷ ଏଠି ଗୋଟେ ଗୋଟେ କଳାକାର
ପ୍ରେମ ର ଅମୃତ ର ଧାରା ର ବର୍ଷା
ସଂସାର ସଭିଙ୍କ ଠାରୁ ଦୂରେଇ ଯାଇ ରିପୁ
ରୂପକ ଈର୍ଷା।
