STORYMIRROR

Aruna Kar

Others

2  

Aruna Kar

Others

ଭରସା

ଭରସା

1 min
12.5K



ଭରସାର ଇଟା ଆଜି

ଖସି ପଡ଼େ ତଳେ

ରଖ ରଖ ଦିନବନ୍ଧୁ

ଡାକେ ମୁଁ ବିକଳେ


ଫିମ୍ପିମରା ସାରା ଦେହ

ହୁତ୍ ହୁତ୍ ଜଳେ

ବିଶ୍ଵାସର କାନ୍ଥ ଆଜି

ଭାସୁଛି ଅଥଳେ


ଅରୁଣା କର

19:11 :18

ଭୁବନେଶ୍ବର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍