STORYMIRROR

jagabandhu sahu

Others

3  

jagabandhu sahu

Others

ଭୃଣହତ୍ଯା

ଭୃଣହତ୍ଯା

1 min
188

ଭୃଣ ଅଟେ ଏକ   ଇଶ୍ବରଙ୍କ ରୂପ

    କର ନାହିଁ କ୍ଷୟ କ୍ଷତି

ନିଜ ସ୍ବାର୍ଥ ପାଇଁ  କାହିଁକି ମାରୁଛ

     ନିଷ୍ଠୁର ମଣିଷ ଜାତି ।


ସଂସାରକୁ ସିଏ  ଦେଖିବା ଆଗରୁ

    ଗର୍ଭ ମଧ୍ଯେ ଦେଲ ମାରି

ଦୋଷି ନାହିଁ ଶିଶୁ ସାଜ କିଆଁ ପଶୁ

    ପାପେ ହୁଅ ଭାଗିଦାରୀ ।


ବାପା ମାଆ ଡାକ ଡାକିବା ଆଗରୁ

     କର କ୍ଷୟ କ୍ଷତି ତାର

ଖଣ୍ତ ଖଣ୍ତ କରି   ଅଙ୍ଗ ପ୍ରତ୍ୟଙ୍ଗକୁ

     କରୁଅଛ ନାର ଖାର ।


ତୁମେ ମଧ୍ଯ ଦିନେ  ଭୃଣଟିଏ ଥିଲ

    ଆଜି ଯେ ହେଲ ମଣିଷ

କେମିତି ମାରୁଛ ଗର୍ଭରୁ ଯେ ତାକୁ

    କରି ଯେ ଅଣ-ନିଶ୍ବାସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ