STORYMIRROR

Krushna Chandra Dakua

Others

3  

Krushna Chandra Dakua

Others

ଭୋକ

ଭୋକ

1 min
11.8K

ଇଏ ପେଟ'ର ଭୋକ !

ଇଏ ମାନସିକତା'ର ଭୋକ !

ବର୍ତ୍ତମାନ ବଞ୍ଚିବା'ର ଭୋକ !

ଛୁଇଁବାକୁ ଇଛା କେବଳ ଜନ୍ମ ମାଟି 

ବଞ୍ଚିବାକୁ ଇଛା ଭାଇଚାରା ବନ୍ଧନରେ

ସତରେ ଏ'ତ ସମୟର ଚକ୍ରାନ୍ତ

ଅଦୃଶ୍ୟ ଶତୃଙ୍କ ଦ୍ଵାରା ଭିର୍ଣ୍ଣ ରଣହୁଙ୍କାର 

ଅନେକ ନା ନା ନା ଜଟିଳତା ମଧ୍ୟରେ 

ଇଏ କରୋନା 

ହଁ ଇଏ କରୋନା

କେବେ ଭୋଗିନଥିଲୁ 

ଏଇଭଳି ନା'ର ସ୍ୱେଛାଚାରୀତା

କେବେ ଭୋଗିନଥିଲୁ

ଏଇଭଳି ନା'ର କପଟତା 

କେବେ ଭୋଗିନଥିଲୁ

ଏଇଭଳି ନା'ର ଅଣନିଃଶ୍ୱାସୀ ପ୍ରେମ

ସତରେ ଏ ସ୍ୱେଛାଚାରୀତା ଶାସନର ଶୁଭାରମ୍ଭ 

ଜୀବନର ସାମଗ୍ରିକ ସତ୍ତା ସହ ମହାଯୁଦ୍ଧ 

ଏବେ ମୁଁ ନିରୁପାୟ

ମୁଁ ଅସହାୟ

କେବେଳ ନିଜ ଜୀବନର 

ସାମର୍ଥ୍ୟ ସହ ବଞ୍ଚିବାର ମୋହ ..........!!



Rate this content
Log in