ଭୋକ
ଭୋକ
1 min
118
ବୋଉ ଲୋ !
ବଡଟିଏ ବୋଲି ବୁଝିଗଲି ସିନା
କେମିତି କରିବୁ ସାନକୁ ତୁନି,
ପେଟର ଭୋକ କି ବୁଝି ପାରେ କେବେ
ଆଦର୍ଶବାଦର ଫମ୍ପା କାହାଣୀ ?
