STORYMIRROR

Puspanjali Panda

Others

3  

Puspanjali Panda

Others

ଭୋକ

ଭୋକ

1 min
227

ଚାଖଣ୍ଡେ ପେଟ !

ଯେତେ ଖାଇଲେ ବି 

ସେତେ ନିଅଣ୍ଟ ।

କି ଭୋକ ରେ ବା ବା !!

ଭୋକ ଭେକ ଦେଖି

ଦୁନିଆ କାବା।

ମୃଦଙ୍ଗ ଢୋଲ !

ଖାଇ ଖାଇ ପେଟ

ହେଲାଣି ଗୋଲ୍।

ପେଟ ପୁରେଇ !

ଖାଇଲା ପରେ ବି

କହିବ ସେ କିଛି

ଖାଇତ ନାହିଁ।

ହାବି ଯାବି!

ସବୁ ସେ ଖାଏ

ସୁଖ ଦୁଃଖ ସବୁ ଖାଏ

ଭୋକ ର ରୂପ କଣ 

ଅଲଗା ଥାଏ ।


Rate this content
Log in