ଭୋକ
ଭୋକ
1 min
322
ଭୋକ ପାଇଁ ଖାଦ୍ୟ ଖାଉ ଖାଦ୍ୟ ପାଇଁ ଜୀବନ ।
ଖାଦ୍ୟ ଆମକୁ ଶକ୍ତି ଦିଏ କରିବାକୁ ନାନା କର୍ମ ।।
ଭୋକ ଲାଗିବା ଏକ ରାସାୟନିକ ପ୍ରକ୍ରିୟା ଅଟେ ଆମ ଶରୀରର ।
ଭୋକ ବିହୁନେ ଗ୍ୟାସଷ୍ଟାଇଷ୍ଟିକସ୍ ଭୋକ ବହୁଳେ ଡାଇବେଟିସ୍ ।।
ନିୟମିତ ସଠିକ୍ ସମୟ ବ୍ୟବଧାନରେ ସନ୍ତୁଳିତ ।
ଆହାର ସେବନ କଲେ ହେବା ଆମେ ନିରୋଗ ।।
ଭୋକ ସମୟେ ଖାଦ୍ୟ ଖାଇଲେ ହେବାନି ଆମେ ରୋଗି ।
ଖାଦ୍ୟ ଲୋଭରେ ଅତ୍ୟଧିକ ଭୋଜନ କଲେ ହୋଇବା ଆମେ ଭୋଗି ।।
ଭୋକର ବ୍ୟବଧାନ ପ୍ରତି ୪ ରୁ ୬ ଘଟିକାରେ କିଛି ଖିଦ୍ୟ ଖାଇଲେ ଭଲ ।
ସେଥିରୁ ବ୍ୟତିକ୍ରମ ହେଲେ ତୁମେ ହେବ ଯେ କଲବଲ ।।
