STORYMIRROR

BANITA SAHU

Others

3  

BANITA SAHU

Others

ଭଲପାଇବା ପାପ ନୁହେଁ

ଭଲପାଇବା ପାପ ନୁହେଁ

1 min
399

ପ୍ରେମ ନଥାଏ ଧନ ସଂପତିରେ

ଥାଏ କେବଳ ମନ ମନ୍ଦିରରେ

ପ୍ରେମ ନଥାଏ ଧନି ଗରିବରେ

ଥାଏ କେବଳ ଭଲପାଇବାରେ ।

ପ୍ରେମ ନଥାଏ ଜାତି ଧର୍ମରେ

ଥାଏ କେବଳ ମାନବତ୍ତ୍ବରେ

ପ୍ରେମ ନଥାଏ ଭାଷାରେ

ଥାଏ କେବଳ ଭାବରେ ।

ପ୍ରେମ ନଥାଏ ଅହଂକାରରେ

ଥାଏ କେବଳ ସ୍ନେହଶ୍ରଦ୍ଧାରେ

ପ୍ରେମ ନଥାଏ ରାଗ ହିଂସାରେ

ଥାଏ କେବଳ ଭକ୍ତି ସମ୍ମାନରେ ।

ପ୍ରେମ ନଥାଏ ସୋନ୍ଦର୍ଯ୍ଯରେ

ଥାଏ କେବଳ ହ୍ଠଦୟରେ ।



Rate this content
Log in