Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

3  

Pinku Ranbida

Others

ଭଲ୍ ପାଉଛେ ତମ୍'କେ

ଭଲ୍ ପାଉଛେ ତମ୍'କେ

1 min
157


ରାଏତ୍ ସର୍'ତା ଝୁମୁରା ଭଙ୍ଗେଇ

ଆଏଖ୍'କେ ରେତି ରେତି

ତୋର୍ ଚେହେରା ଭାଲି ଦେଉଥିଲେ

ଚଲ୍ କରୁଥିଲା ଛାତି ।


ଛାତି ଚିରିକରି ଦେଖେଇ ନାଇଁ ପାରେ

କେତେ ଯେ ପାଏସି ଭଲ୍

ପହେଲା ନଜର୍ ପହେଲା ଦେଖାଥି

କରିଦେଇଥିଲୁ ପାଗଳ୍ ।


ପାଗଳ୍ ହେଇଗଲି ଦେଖ୍'ଲା ଦିନୁ

ତୋର୍ ଗୁରା ଚେହେରା

ଭୋକ୍ ଉଡିଗଲା,ଶୋଷ୍ ଉଡିଗଲା

ନାଇଁ ଲାଗୁଛେ ଝୁମୁରା ।


ଝୁମୁରା ଆଏଲେ ଭି ଭମ୍'କି ହେଉଛେ

ତୋର୍ ନା'କେ ଡାକି

ଯାହିଁ ଦେଖୁଛେ ତତେ ହିଁ ପାଉଛେ

ଗୁରା ମୁହିଁ ହଲ୍'ଦି ମାଖି ।


ମାଖିଥିଲ ଦେହେଁ କାଏଁ ବାସ୍ ଅତର୍

ଯାଉଥିଲ କେତେ ମହକି

ଅନ୍ଧାର୍ ରାତିର୍ ଚକା ଜନ୍ ଲେଖେ

ଦିସୁଥିଲ ହେନ୍ତା ଚମ୍'କି ।


ଚମ୍'କି ଗଲି ,ହୋସ୍ ଉଡିଗଲା 

ଲାଗ୍'ଲ ସରଗ୍ ପରି

ମନେ,ମନେ ଭାବିଦେଲେ ମୋର୍ ଲାଗି 

ତମେ ହେଇଛ ତିଆରି ।


ତିଆରି କରିଛେ ପେରେମ୍ ପତର୍

ଦେବାର୍ ଲାଗି ତମ୍'କେ

ଛାତି ଚିରିକରି ରକତ୍ ଝରେଇ

ଲେଖୁଛେ ମୁଇଁ ତାହାକେ 

ଭଲ୍ ପାଉଛେ ତମ୍'କେ ।


Rate this content
Log in