STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଭକ୍ତର ଭଗବାନ

ଭକ୍ତର ଭଗବାନ

1 min
433


ସଭିଏଁ କହୁଅଛ କି 

ଭକ୍ତର ଭଗବାନ ଅଟେ।


ହଁ,ହୋଇପାରେ

ମୁଁ କିନ୍ତୁ ପୂରା ଓଲଟା।


ଯଦି ଭକ୍ତର ଭଗବାନ

ତେବେ 

ଯିଏ ଭକ୍ତ ନୁହଁ

ତାର କ'ଣ ଭଗବାନ ନାହିଁ?


ମୁଁ ଭକ୍ତ ନୁହଁ କି ପୂଜାର୍ଚ୍ଚନା କରେନି

ମୋର ଲକ୍ଷ୍ଯ ଓ ଉଦ୍ଦେଶ୍ଯ 

ଅହିଂସା,ସତ୍ଯ ଓ କର୍ମ

ବାପା ଓ ମାଆ ହିଁ ଚଳନ୍ତି ଭଗବାନ।


ମୋ ମତରେ

ଭକ୍ତ ଭଗନାନଙ୍କ ନୁହଁ

କିନ୍ତୁ

ଭଗବାନ ହିଁ ସଭିଙ୍କର।

         ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍