STORYMIRROR

Pinku Ranbida

Others

3  

Pinku Ranbida

Others

ଭକ୍ତି

ଭକ୍ତି

1 min
233

ଉପୁରେ ଉପୁରେ କରୁଛୁ ମାହାପୁରୁକେ ଭକ୍ତି

ସକାଳୁ ଧୁତି,କରିଆ ପିନ୍ଧି,

ମନ୍ ଭିତିରେ ତୋର୍ ଲାଲଚ୍ ଅଛେ

ରାତି ଶିକାର୍ ଖାଏସୁ ରାନ୍ଧି ।


ବେକେ ଉଲେଇଛୁ ତୁଲସି ମାଲି କେତେ

କପାଲେ ଲାଲ୍ ସିନ୍ଦୁର୍,

ରାଏତ୍ ଆଏଲେ ,ବେକୁ ଅଲ୍'ଗେଇ ଦେସୁ

ତୁଇ ହଉରେ ବଡା ଚତୁର୍ ।


ସବୁ ମନ୍'ତର୍ ,ଜ୍ଞାନ୍ ଯାନିଛେ କହୁଛୁ

ଇନ୍ଦ,ଚନ୍ଦ୍ର ଦେମି ବଦଲେଇ,

ଲୋକ୍ ମାନ୍'ଙ୍କୁ ମଦ୍'ଟା ଖରାପ୍'କହି

ନିଜେ ବସିଥିସୁ ପିଇ ।


ଗୀତା,ମହାଭାରତରର ଉପଦେଶ ସୁନାସୁ

ରାମ୍'ନାମ୍ ଜପିକରି,

ଲୋକ୍ ମାନଙ୍କର୍'ନୁ ପଏସା ଢୁଲେଇ

କେତେ ମାରୁ ବାହାଦୁରୀ ।


ଭକ୍ତି କରୁଛୁ ବେଲେ ଭଲ୍'କରି କର୍

ମାହପୁରୁକେ ଟିକେ ଡର୍,

 ଲୋକ୍ ମାନକର୍ ବିସ୍ବାଶ୍'କେ

ନାଇଁ କରିଦେ ପର୍ ।



Rate this content
Log in