STORYMIRROR

Sonali Garnayak

Others

3  

Sonali Garnayak

Others

ଭକ୍ତି ଭାବ

ଭକ୍ତି ଭାବ

1 min
190


ଆଖିରେ ମାଡିଛି ସେ କଳା ପରଳ 

ମାଡୁଛି ଡର, ଦେଖିବାକୁ ତା ସମୁଦ୍ର ଜଳ।

ପଡିଛି ଆଣ୍ଠେଇ ମୋ ରସିକ ପାଖେ 

ତା ନାଲି ହସରେ ମନ ଲାଖେ।

ନାହିଁ ସେ ଭାଗ୍ୟ ଦେବଦାସୀ ସୁଖ 

କିନ୍ତୁ ପିନ୍ଧିବି ଘୁଙ୍ଗୁର ଢାଳିବାକୁ ସବୁ ଦୁଃଖ।

ସାଜିବୁକି ମୋହିନୀ ପୁନର୍ବାର

ବଢ଼େଇ ଦବୁକି ରସ ଅମୃତର।

ଜାଣିଛି ନୁହେଁ ମୁଁ ଜୟଦେବ 

ହେଲେ ଆଞ୍ଜୁଳି ଦେଉଛି ମୋ ଭକ୍ତିଭାବ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍