ଭଜ ବାବୁ ରାମ ନାମ
ଭଜ ବାବୁ ରାମ ନାମ
1 min
140
ଜନ୍ମ ହେଲୁ ଯେବେ ,
ମର୍ତ୍ୟ ମଣ୍ଡଳରେ,
ଯିବୁ ଦିନେ ଛାଡି ଛାଇ ।
ଛାଇ ଛାଡ଼ିଜୀଵ,
ଶରୀର ଛାଡିବ,
ଲୋଡିବ ସ୍ମଶାନ ଭୂଇଁ ।
କି ଲୋଡ଼ା ଦେବ,
ଔଉସ୍ଚର୍ଯ୍ୟ ଭୋଗ,
ଭୁସମ୍ପତି ଧନ,ଜନ ।
ମଲା ବେଳେ ଆଉ,
ସେସବୁ ନହିଁବ,
ନାମ,ମାନ,ସନମାନ ।
ଲାଳଶା ନ କରି,
ରୁହ ଧୋର୍ଯ୍ୟ ଧରି,
ଭଜ ବିହୀର କୀର୍ତ୍ତନ ।
ସଂସ୍କୃତି ,ସମାଜ,
କୀର୍ତ୍ତୀ ସ୍ଥମ୍ବ କରି,
ଦେଉ ଥିବେ ସ୍ନମ୍ମାନ ।
ଗରିବରୁ ଧନି,
ଭିକାରୀରୁ ରାଜା,
ରାଜାରୁ ପ୍ରଜାଙ୍କ ଗୁଣ ।
ବଞ୍ଚିଥିବା ଯାଏଁ,
କୀର୍ତ୍ତୀ ଅରଜିଲେ,
ସେହି ସର୍ଵ ଶ୍ରେଷ୍ଟ ଧନ ।
ଅଦେଖା ଦେଖିଲୁ,
ଅପିନ୍ଧା ପିନ୍ଧିଲୁ,
ଅଖିଆ ଖାଇଲୁ' ଖୋଇ ।
ଏବେ ବେଳ ଥାଉ,
ବନ୍ଧନ ବାନ୍ଧିଲେ,
ବଇକୁଣ୍ଠ ନ ମିଳଇ ।
