STORYMIRROR

Bunee Tripathy

Others

3  

Bunee Tripathy

Others

ଭିଜାମାଟିର ବାସ୍ନା

ଭିଜାମାଟିର ବାସ୍ନା

1 min
206

ଭିଜାମାଟିର ବାସ୍ନାରେ

ହଜିଯାଏ........

ସ୍ମୃତିର ଇଲାକାରେ

ଭାସିବୁଲେ ଉତ୍ତଳ ତରଙ୍ଗ

ମଜ୍ଜିଯାଏ..........।

ମାଟିର ବାସ୍ନାରେ

ପ୍ରେମର ମହକରେ

ସୋରିଷ କ୍ଷେତରେ

ହଳଦିଆ ଫୁଲରେ

ଖୋଜିବସେ ସେହି ବାସ୍ନାକୁ

ଯେଉଁ ବାସ୍ନା..............

ମୋ ଦେହର ଅଳିନ୍ଦ-ଅଳିନ୍ଦ

ନିଳୟ-ନିଳୟ............

ହୁଏ ପ୍ରବାହିତ.........।



Rate this content
Log in