ଭଗବାନଙ୍କୁ ବି ଧର୍ମ ସହିବନି
ଭଗବାନଙ୍କୁ ବି ଧର୍ମ ସହିବନି
ମୁଁ ଯେତେବେଳେ +(ଯୋଗ)କରୁଥିଲି
ତୁମେ ସେତେ ବେଳେ_ (ଫେଡାଣ)କରୁଥିଲ
ତୁମେ ଯେତେବେଳେ_(ଫେଡାଣ)କରୁଥିଲ
ମୁଁ ସେତେବେଳେ+ (ଯୋଗ) କରୁଥିଲି
ତୁମେ ତୁମର _(ଫେଡାଣ) କୁ _ (ଫେଡାଣ)ରେ ×(ଗୁଣନ) କଲ
ମୁଁ ମୋର+(ଯୋଗ)କୁ+ (ଯୋଗ) ରେ ×(ଗୁଣନ) କଲି
ତୁମେ ପାଇଲ ଗୁଣ ଫଳ,+(ଯୋଗ)
ମୁଁ ପାଇଲି ଗୁଣ ଫଳ +(ଯୋଗ)
ତୁମ +(ଯୋଗ)ଓ ମୋ + (ଯୋଗ)କୁ ଆମେ ଦୁହେଁ ମିଶି ଗୁଣିଦେଲେ
ଆଉ ଆମେ ପାଇଗଲେ +(ଯୋଗ)
ନା ତୁମେ ÷(ହରଣ)କରିବାକୁ ଚାହିଁଲ
ନା ମୁଁ ÷( ହରଣ)କରିବାକୁ ଚାହିଁଲି
ଦୁହେଁ ହୋଇଗଲେ ଏକ
ଆଉ ଯଦି ଭଗବାନ ÷( ହରଣ)କରିବାକୁ ଚାହିଁବେ ନା
ସେ ଭଗବାନ ହେଲେ ବି
ତାଙ୍କୁ ଧର୍ମ ସହିବନି,
ବୁଝିବା ଲୋକ ବୁଝିବ,
ତଥାପି ବୁଝିବାକୁ ଚେଷ୍ଟା କରନ୍ତୁ ବିନର୍ମ ଅନୁରୋଧ
