STORYMIRROR

Niranjan Sahu

Others

4  

Niranjan Sahu

Others

ଭେଜାଲ

ଭେଜାଲ

1 min
202

ଆଜିର ଭେଜାଲ ଦୁନିଆଁ

ସବୁରେ ଖାଲି ଭେଜାଲ।    


ବନ୍ଧୁରେ ଭେଜାଲ

ସମ୍ପର୍କରେ ଭେଜାଲ

ବିଶ୍ୱାସରେ ଭେଜାଲ

ନିଃଶ୍ୱାସ ରେ ଭେଜାଲ

ପ୍ରେମରେ ଭେଜାଲ

ସ୍ନେହରେ ଭେଜାଲ

ଖାଦ୍ୟରେ ଭେଜାଲ

ଔଷଧରେ ଭେଜାଲ

ପାଣିରେ ଭେଜାଲ

ଖଣିରେ ଭେଜାଲ

ବିଷ ରେ ଭେଜାଲ,,

ନିଶାରେ ଭେଜାଲ,,

ସତ କହିବାକୁ ଗଲେ,,,

ଏ ଦୁନିଆଁ ଟା ଖାଲି ଭେଜାଲ ହିଁ ଭେଜାଲ,


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍