STORYMIRROR

Shubhra Suchitra Mahanta

Others

2  

Shubhra Suchitra Mahanta

Others

ଭଦ୍ରମୁଖା

ଭଦ୍ରମୁଖା

1 min
121

ଭଦ୍ର ମୁଖା ମଣିଷ, 

ଦୁନିଆରେ ବହୁତ

ବଡ଼ବଡ଼ିଆ ଙ୍କ ର,

ପାଦେ ନତମସ୍ତକ


ମନେ ସେବା ଭାବନା, 

ଟିକେ ହେଲେ ନଥାଏ

ଧନ ସମ୍ପତ୍ତି ପଛେ,

ମନ ତାଙ୍କ ଗୋଡାଏ


ଗର୍ବ ଅହଂ ସର୍ବଦା, 

ଘାରି ଥାଏ ମୁଣ୍ଡକୁ 

ସମ୍ମାନର ଲୋଭରେ, 

ଚିହ୍ନନ୍ତି ନି କାହାକୁ 


ଦେଶ ଯାଉ ଚୁଲିକୁ, 

ସ୍ୱାର୍ଥ ଆଗ ଦେଖନ୍ତି 

କାମ ସରିଲା ପରେ, 

କାହାର ସେ ନୁହଁନ୍ତି 


ଗୋଟେ ମୁଖ ପଛରେ, 

ଆଉ ଗୋଟେ ଚେହେରା 

ଜାଣି ପାରିବ ନାହିଁ, 

କଳା ଅଟେ କି ଗୋରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍