Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Jagabandhu Sahu

Others

2  

Jagabandhu Sahu

Others

ଭଦ୍ରମୁଖା

ଭଦ୍ରମୁଖା

1 min
123


ରକ୍ଷକ ଏଇଠି    ଭକ୍ଷକ ସାଜିଛି

     ପିନ୍ଧି ଆଜି ଭଦ୍ରମୁଖା

ଅନ୍ଯାୟ ଅନୀତି  ଦୁର୍ନିତୀକୁ ଏଠି

     ହୁଏ ସବୁ ଅଣଦେଖା ।

ଭଦ୍ରମୁଖା ପିନ୍ଧା   ରାକ୍ଷସକୁ ବନ୍ଧୁ

     ଚିହ୍ନିବାଟା ଭାରି କଷ୍ଟ

ମିଛ ପ୍ରତିଶ୍ରୁତି  ଦେଇ ଯେ ଆମକୁ

     ଜୀବନ କରନ୍ତି ନଷ୍ଟ ।

 ମିଛରେ ମିଛରେ ଲୁହ ଗଡାଇବେ

    ସତେ ଯେହ୍ନେ ଆପଣାର

ତାଙ୍କରି ମାୟାରେ ପଡିଗଲେ ଥରେ

    ଜୀବନଟା ନାରଖାର ।



Rate this content
Log in