Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sangeeta Barik

Others

3  

Sangeeta Barik

Others

ଭଦ୍ରମୁଖା

ଭଦ୍ରମୁଖା

1 min
221


ବାହ୍ୟ ଆବରଣ ସୁନ୍ଦର ଶୁଭ୍ର

ଅନ୍ତଃପଟ ପୂର୍ଣ୍ଣ କଳା,

ପେଟ ନଦିଶଇ ଆଖିକୁ କାହାର

ହୋଇଥାନ୍ତି ସର୍ବଗିଳା ।


ମୁଖରେ ଝଲକେ ସୁନ୍ଦର ବ୍ୟକ୍ତିତ୍ବ

ବିବେକଟି ପୂର୍ଣ୍ଣ ଭିନ୍ନ,

ଭଦ୍ରମୁଖା ସିଏ ଇତର ମାନବ

ତୁଚ୍ଛା ମାନସନମାନ ।



Rate this content
Log in