STORYMIRROR

Pinku Ranbida

Others

3  

Pinku Ranbida

Others

ଭଦ୍ରମୁଖା

ଭଦ୍ରମୁଖା

1 min
206

ସହରେ ରହିକରି ,ପିଲା/ଟୁକେଲ

ପଢୁଛନ୍ ପାଠ୍,ସାଠ୍,

ମାଆ,ବୁଆର୍ ପଏସା ଖର୍ଚା କରି

ବଡା କରସନ୍ ନାଟ୍ ।


ମାସ୍ ନାଇଁ ପୁର୍'ନୁ ଫୁନ୍ କରସନ୍

ପଏସା ଦିଅଗୋ ମତେ,

ଇଥର୍ ଟିକେ ଜହ ଦେଇଥିବ

କାମ୍ ଟେ ଆଛେ ସତେ।


ମାଆ,ବୁଆ ଖୁଜି,ନୁରିକରି ଆନ୍'ସନ୍

ଯେନ୍ ଠାନୁ ହେଲେ ପଏସା 

ମୋର୍ ପୁଓ/ଝି ଭଲ୍ ପାଠ୍ ପଢବେ

 ରଖି ଥିସନ୍ କେତେ ଆଶା ।


ପଢାର୍ ନା ରେ ଠକି ଆନସନ୍

ଲଗେଇ ଭଦ୍ରମୁଖା,

ମାଆ,ବୁଆର୍ ପଏସା ଖର୍ଚା କରି

ରହୁଛନ୍ ବାହାରେ ଏକା ।


ବାହାରେ ବୁଲୁଥିସନ୍ ଯାହି ତାହିଁ

ସାଙ୍ଗ,ସାଥି,ହେଇ,

କେତେ ଦେଖବ୍ ଡିଜେନ, ଫେସନ୍

ପଢା ଦେଶନ୍ ଭୁଲେଇ ।


ପିଲା,ଟୁକେଲ ହାତ୍ ଧରା ଧୁରି

ଚାଲିଛେ ଚୁରା ପିରତି,

ପଢାର୍ ନା ରେ ବାହାନା କରି 

କେତେ ବୁଲୁଥିସନ୍ ରାତି ।


ପଢାର୍ ନା ରେ ଭଦ୍ରମୁଖା ଲଗେଇ

ଚାଲିଥିଲା ଯେନ୍ ପାଠ୍,

ରିଜଲ୍ଟ ଆଏଲା ସମିଆ ଥି 

ଧରା ପଡିଯାଏସି ନାଟ୍ ।



Rate this content
Log in