ଭଦ୍ରମୁଖା
ଭଦ୍ରମୁଖା
1 min
156
ଏଇ ସମାଜରେ
ପିମ୍ପୁଡ଼ି ଯେଶନ ମଣିଷ
କାହାକୁ ଚିହ୍ନି ବା ।
କିଏ କେମିତି
କାହାର ବ୍ୟବହାର କିପରି
କେମିତି ଚିହ୍ନିବା ।
ଅଜଣା ରାଇଜେ
ଅତି ଚିହ୍ନା ଲୋକ
ଗୁଡାକ ଭଦ୍ରମୁଖା ପିନ୍ଧି
ଅନ୍ତରାଳେ ଛାଡିଯାଆନ୍ତି
ଅସଂଖ୍ୟ ଅଭଦ୍ର କାର୍ଯ୍ୟ କଳାପ ।