Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Brundabana Pradhan

Others


2  

Brundabana Pradhan

Others


ଭଦ୍ରମୁଖା

ଭଦ୍ରମୁଖା

1 min 130 1 min 130

ଏଇ ସମାଜରେ 

ପିମ୍ପୁଡ଼ି ଯେଶନ ମଣିଷ 

କାହାକୁ ଚିହ୍ନି ବା ।


କିଏ କେମିତି 

କାହାର ବ୍ୟବହାର କିପରି 

କେମିତି ଚିହ୍ନିବା । 


ଅଜଣା ରାଇଜେ 

ଅତି ଚିହ୍ନା ଲୋକ 

ଗୁଡାକ ଭଦ୍ରମୁଖା ପିନ୍ଧି 

ଅନ୍ତରାଳେ ଛାଡିଯାଆନ୍ତି

ଅସଂଖ୍ୟ ଅଭଦ୍ର କାର୍ଯ୍ୟ କଳାପ । 



Rate this content
Log in