STORYMIRROR

BISWESWAR MAJHI

Others

3  

BISWESWAR MAJHI

Others

ଭାର ଉତ୍ତୋଳନ

ଭାର ଉତ୍ତୋଳନ

1 min
11.4K


ଘୋଡା ଖଚର ଓଟ ଗଧ ହାତୀ 

ଭାରବାହୀ ପ୍ରାଣୀ ଅନେକ ଅଛନ୍ତି।


ମନୁଷ୍ୟ ମଧ୍ୟରେ ଭାରବାହୀ ପ୍ରଥା

ପ୍ରଚଳିତ ପାହାଡି ମୂଲକ ଗାଥା।


ବୋଫର୍ସ କମାଣ ଭୀଷଣ ଓଜନ

ବହି ଉପରକୁ ଉଠିଲେ ସଇନ।


ଭାର ଉତ୍ତୋଳନ ଅଲିମ୍ପିକ୍ ଅନ୍ତର୍ଗତ

ହେବାରୁ ବଢିଲା ତାହାର ମହତ।


ପୁରୁଷ ମହିଳା ଭିନ୍ନ ଭିନ୍ନ ବର୍ଗର 

ବିଭିନ୍ନ ଓଜନ କିଲୋ ବର୍ଗ ତା'ର।


କର୍ଣମ୍ ମାଲିଶ୍ୱରୀ ଭାରତ ଗୌରବ

କାଂସ୍ୟ ପଦକରେ କଲେ ଶୁଭାରମ୍ଭ।


ବ୍ରହ୍ମପୁର ଗଉରବ ରବି କୁମାର

ଓଡିଶାର ମାନ କରିଲେ ଉଦ୍ଧାର।

 

ଭାର ଉତ୍ତୋଳନ ଭାର ବଢୁଥାଉ

ଭାରବାହୀଙ୍କର ମାନ ରକ୍ଷାହେଉ


Rate this content
Log in