STORYMIRROR

Sanjya Tripathy

Others

3  

Sanjya Tripathy

Others

ଭାନୁମତୀ

ଭାନୁମତୀ

1 min
233

ଏବେ ଆସନ୍ତୁ ଦେଖୁବା ଖୋଲିବା

ଯାଦୁକରର ଭାନୁମତୀ ଫେଡି

ସୁସଜିତା ଶୋଭନା, ଲଳନା

ସୁରଚିତା କାମିନୀ କବିତା

ସୁରଭିତା ରୂପସୀ ପ୍ରେମିକା

ସୁସଂହିତା ଆଇନ୍ ଆଇନା

ସୁଗଠିତା କମ୍ପିତା ସଙ୍ଗିନୀ

ସୁପ୍ରବାହିତା କୁଳୁକୁଳୁ ଝରଣା

ସୁପ୍ରଭାବିତ ମୁଗ୍ଧା ପାଠିକା

ସୁଚରିତା ମାନିନୀ ରାଧିକା

ସୁରକ୍ଷିତା ନିର୍ଭୟା ନାୟିକା

ସୁବାସିତା ମୃଣ୍ମୟୀ ମଲ୍ଲିକା

ସୁରଞ୍ଜିତା ଅନନ୍ୟା ଜଗତଜିତା

ସୁରଞ୍ଜନା ରାଗିଣୀ ଗାୟିକା

ସୁପ୍ରଭା ମୌସୁମୀମନସ୍କା ନିର୍ଝରିଣୀ ସ୍ଥିତା

ଚପଳଛନ୍ଦା, ନୃତ୍ୟରତା ନାଚିକା

ସୁପ୍ରିୟା ତରଙ୍ଗିଣୀ ସ୍ରୋତସ୍ରୋତୀ

ଝର ଚିରସ୍ରୋତା

ବିନୀତା ନମ୍ର ପ୍ରାର୍ଥନାରତା

ସୁରମ୍ୟ ସୃଜନଶୀଳତାର ଅପରିସୀମ ବାସନ୍ତିକା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍