STORYMIRROR

pratap nayak

Others

2  

pratap nayak

Others

ଭାଲେଣ୍ଟାଇନ ଦିବସ

ଭାଲେଣ୍ଟାଇନ ଦିବସ

1 min
802


ପ୍ରତାପ ନାୟକ

7008054282

ଅପେକ୍ଷାର ଲୁଚକାଳି ଖେଳ

ସ୍ମୃତିହେଇ ଭାସେ

ସେ ତ ମନର ଆକାଶେ

ଗେଲ କରିବାକୁ ମନ ମୋର

ଦରାଣ୍ଡେ ଗାଁରୁ ସହର

ସିଡି ତଳ ପୁଣି ଛାତ ଉପର

ପୁଣି ଫେଣୁଆ ସନ୍ଧ୍ୟାରେ

ତାରାମେଳେ ଅନେଇଲେ

ଖେଳୁଛି ବି ଲୁଚକାଳି ସେଠି

ହାତ ପାହାନ୍ତାର ସୁଦୂର ଦୂରରେ

ପରି ରାଇଜର ସାଆନ୍ତାଣି ସାଜି

କରୋଉଛି

ସେ ମୋତେ ଅପେଖ୍ୟା

ଛୁଏଁଇଛି ତା ପରସ ମଣି

ତେଣୁ ମୁଁ ଭୁଲୁନାହିଁ ଜମ୍ମା

ଜାଣିଛି

ସେ କେବେ ଆସିବନି

ତଥାପି

ତଥାପି ମୁଁ କରୁଛି ଅପେଖ୍ୟା

ନହେଲେ ତା ସ୍ମୃତି ମୋ ଭଲ ପାଇବା

ଅସତ ହବନି

ସେ ନଉ ପଛେ ଭୋଗ

ମୋ ତ୍ୟାଗ ଆଉ ତା ତେଜ୍ୟରେ,

ପାଳୁଛି ମୁଁ

ତା ଅପେକ୍ଷାରେ ଦିବସ

ଭାଲେଣ୍ଟାଇନ ଦିବସ-

Permanent address at-Ambasouri po-Balichandrapur Dist-Jajpur

Present -c/o-Birendra kumar Mahapatra, Haripur road, Dolmundai, Cuttack


Rate this content
Log in