ଭାଗ୍ୟ
ଭାଗ୍ୟ
1 min
78
ମୋ ମା ମୋ ମାଟି ମୋ ଘର ମୋ ସହର ।
ସଫା ସୁତର ଅଟେ ସେହି ମୋ ସରଗ ପୁର ।।
ତା ପଣତ ତଳେ କେତେ ଯେ ଜ୍ଞାନୀ ଭକ୍ତ ପଣ୍ଡିତ ପ୍ରବର ।
ଶୋଭା ପାଉଥାନ୍ତି ନର ,ନାରୀ ହେଇକି ସାକ୍ଷର ।।
ଏଇତ ମୋ ଜନ୍ମଭୂମି କହେ ଇତିହାସ ତା'ର ।
ଜନମି ତା ମାଟିରେ ହେଇଚି ଜୀବନ ସଫଳ ମୋର ।।
ଏଇଯେ ଭାଗ୍ୟ ମୋର ,ସେଇ ଯେ ମା ମୋର ।
