STORYMIRROR

Mami Patra

Others

3  

Mami Patra

Others

ଭାବରେ ଭକ୍ତିରେ ଭାଗବତ

ଭାବରେ ଭକ୍ତିରେ ଭାଗବତ

1 min
145


ନମି ନୃସିଂହ ଚରଣ

ଅନାଦି ପରମ କାରଣ

ଯେତେ ଶୁଣିଲେ ଭାଗବତ

ତୋଷ ନିଯିବ ମୋର ଚିତ୍ତ

ଶୁଦ୍ଧ ଚେତନା ସମାହିତ

ଅନ୍ତରେ ତନ୍ମୀୟ ତଲ୍ଲୀନ


ଭାଗବତ ଶ୍ରେଷ୍ଠ ପୁରାଣ

ଶ୍ରବଣ ମହତ୍ୱ ଭାଗବତ

ଓଁକାର ଶବଦ ତିନି ଅକ୍ଷର

ସୃଷ୍ଟି ହୋଇଲା ଅନନ୍ତ

ଚବିଶ ଅକ୍ଷର ଗାୟତ୍ରୀ ମନ୍ତ୍ର

ସୃଷ୍ଟି କରିଲେ ବ୍ରହ୍ମାଜାଣ

ନାରାୟଣ ଋଷିଙ୍କୁ 

ଚାରିଗୋଟି ଶ୍ଳୋକ 

ଋଷି ଦଶଗୋଟି ଶ୍ଳୋକ 

ବ୍ୟାସ ଅଠର ହଜାର ଶ୍ଳୋକ

ଶୁକମୁନି କଲେ ଅର୍ପଣ ।

ଗୋବିନ୍ଦ ଗୋବିନ୍ଦ 

ପଦୁ ଗଣୁଛି ମକରନ୍ଦ

ସେ ମକରନ୍ଦ ପାନ କରି

ହେଳେ ତରିଲେ ବ୍ରଜନାରୀ

ସେ ବ୍ରଜ ନାରୀଙ୍କ ପୟରେ

ମନ ମୋ ରହୁ ନିରନ୍ତରେ

ହା କୃଷ୍ଣ ବୋଲି ଜୀବ ଯାଉ ll


Rate this content
Log in