STORYMIRROR

Prabhanjana Tripathy

Others

4  

Prabhanjana Tripathy

Others

ଭାବନା

ଭାବନା

1 min
141

ସୁନ୍ଦରୀ ସାମ୍ରାଜ୍ୟଏ ,ଔଷଚର୍ଯ୍ୟ ଭୋଗ,

ଦେହ ଗୋରିଥିଲେ ହେଲା ଲୋ,,,

ଗୁଣ ତାର ପଛେ ଥାଉ କି ନ ଥାଉ,

ଯୌବନ ଥାଉ ମେଲା ଲୋ,,,,,ll


ଅଧା ଲଙ୍ଗଳା ରେ ଦର୍ଶନ କରାଇ,

ଲାଜ ମହାତକୁ ଛାଡି ଲୋ,,,,,

ନାଭି ନାଡ଼ ପଛେ ଉଙ୍କି ମାରୁଥାଉ,

ଭେଣ୍ଡିଆଙ୍କ ଲାଗେ ଧାଡି ଲୋ,,,,,,ll


କାଳି ଝିଅ ଯେତେ ଅପୂର୍ବ ସୁନ୍ଦରୀ,

ହୃଦୟ ତାଙ୍କରି ଗୋରୀ ଲୋ,,,,

ପ୍ରେମ ଦିଆ ଭାଵ ,ଗୂଢ଼ ସ୍ଵଭାଵ,

ଇଜ୍ଜତ କୁ ଥାନ୍ତି ଡରି ଲୋ,,,,,,,ll


ପିତା ମାତା କୁଳ କୁଟୁମ୍ବ ପୋଶୋରିି

ଘର କରନ୍ତି ସେ ଜାଣି ଲୋ,,,,,

ଲୁଣ ,ପିଆଜରେ ସନ୍ତୁଷ୍ଟ ହୁଅନ୍ତି,

ଭାଗ୍ୟ କୁ ଆଦରି ଗଣି ଲୋ,,,,,,,ll


ବେଶ୍ୟା ନାରୀ ସମ ନିର୍ଲ୍ଲଜ ପଣ,

ନ କରେ କାଳିଆ ମଣୀ ଲୋ,,,,

ନିଜ ବୁଦ୍ଧି ବଳେ ସଂସାର କରନ୍ତି,

କବିତାରେ ଦେଲି ଭଣି ଲୋ,,,,,,,ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍