ଭାବନା
ଭାବନା
1 min
25
ସକାଳର ଭାବନା
ସକାରାତ୍ମକ
ଯେବେ କାଉ ଡାକେ କା
ଆହୁରି ମଧୁର
ଯେବେ କୋଇଲିର କୁହୁ
ମୂର୍ଚ୍ଛନା ତୋଳେ
ଜଗନ୍ନାଥଙ୍କ ଭଜନରୁ ପଦେ
ସଚେତନତା ଜାଗେ
ଶିଶୁର କୁଆଁ ରବେ
ଆଶ୍ୱାସନା ଭରେ
ଜେଜେମା ମଧୁର ବଚନ ଧାରେ
ହେଲେ ଆଜିକାଲି
ମହଙ୍ଗା ଭାରି
ରଥ କହେ ମୁଁ ଚକ କହେ ମୁଁ
ଯିଏ ଦେଖାଏ ଯାହା ଯୁ
ମତେ ଏତେ ଆକତାମାକତା
ପ୍ରତିଟି ସକାଳ
ସ୍ମୃତି ଫରୁଆ ଦୂର୍ବଳ
ସଜାଡି ହେବ ଭାବିଲେ ସବଳ
ମନ ତୋର ଏକମାତ୍ର ଗୁରୁ
ଉଦ୍ଧବ କେତେ ତୁ ପଚାରୁ.
