STORYMIRROR

sumita behera

Others

1  

sumita behera

Others

ଭାବନା

ଭାବନା

1 min
109


ବିରାଗ ଭାବନା ନ ରହୁ କା' ପାଇଁ 


ଦେହୁ ଆତ୍ମା ଯେବେ ଛାଡ଼ିବ ମୋର,


ସମ ଭାବାପନ୍ନ ବିମଳ ହୃଦୟ


ଜନ୍ମ ଜନ୍ମାନ୍ତରେ ଦିଅ ଈଶ୍ୱର।


Rate this content
Log in