rasmi maye pati
Others
ମୁଁ ମାଟି କୁଡୁଆରେ ତୁ ହବୁ ଅବଢ଼ା
ମିଶି ଶ୍ରୀ ମନ୍ଦିର ଯିବା
ଜଗା କାଳିଆର ଦର୍ଶନ ଲଭିବା
ଭକ୍ତ ସେବାରେ ଲାଗିବା
ଭକ୍ତି ରସମୃତେ ମିଶି ମଜିଜିବା
ବିନ୍ଦୁ ଏ ପାନ କରିବା
ମନ୍ଦିର ବେଢ଼ାରେ ଲୀନ ହୋଇଯିବା
ସଂସାରୁ ତ୍ରାହି ପାଇବା ।
ଅନୁଭବରେ ଶୀତ
ଜୀବନ ସଙ୍ଗୀତ
ଗୁରୁ ଦିବସ ଉପଲ...
ଘାଣ୍ଟ
ସ୍ମୃତି
ଅବଶୋଷ
ବଣିର ଉଡାଣ
ଧରା ରେ ଗୋବିନ୍...
ସତୀତ୍ୱ