STORYMIRROR

rasmi maye pati

Others

3  

rasmi maye pati

Others

ଭାବ ର ଠାକୁର

ଭାବ ର ଠାକୁର

1 min
311


ସମଗ୍ର ଦେଶରେ ଭୂତାଣୁ ରାଜା

ଜଡ ବସ୍ତୁ କେତେ ନେଲେ ଫାଇଦା

ଟିଭି କାଚ କହେ ମୁଁ ଦେବତା

ଆସ ଦେଖାଇବି ମୁଁ ଘୋଷ ଯାତ୍ରା

ଦେଖ ଆଜି ମୋର ବିସ୍ତୀର୍ଣ୍ଣ ବକ୍ଷ

ଆସୁଛନ୍ତି ପ୍ରଭୁ ଶ୍ରୀ ଜଗନ୍ନାଥ

ଶଦ୍ଦମୟ ଏଠି ପୁରୀ ସହର

ଜଗନ୍ନାଥମୟ ସାରା ସଂସାର

ତା ଚକା ଆଖିରେ ଆଖି ମିଶାଅ

ଘରେ ବସି ତାକୁ ଦୁଃଖ ଜଣାଅ

ବାଷ୍ପ ରୁଦ୍ଧ କଣ୍ଠେ ଲୁହ ଆଖିରେ

ଭାବରେ ହଜିଯା ପ୍ରଭୂ ସାଥିରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍