STORYMIRROR

Amiya Bej

Others

2  

Amiya Bej

Others

ବେଳେବେଳେ

ବେଳେବେଳେ

1 min
14.2K


✿ ବେଳେବେଳେ ✿

ବେଳେବେଳେ ମନହୁଏ,
ନିଜ ପାଇଁ ନ'ହେଲେ ବି
ଆଉକା' ପାଇଁ ପଛେ,
ସଜାଇ ହେବାକୁ ।

ବେଳେବେଳେ ମନହୁଏ,
ସାରାଦେହ ନ'ହେଲେ ବି
ଆଖିପତା ହେଉପଛେ ,
ଭିଜେଇ ଦେବାକୁ ।।

ଏ -
ସଜାଡ଼ିବା, ଓଦାହେବା
ମଝିଟାରେ, କିଏ କହେ
ତୁମକୁ ରହିବାକୁ ???

✿✿ ଅମିୟ ✿✿


Rate this content
Log in