ବୈଭବ
ବୈଭବ
1 min
2.9K
ଦୁନିଆରେ ମୋର ତୁ ଆସିବାରୁ
କୁନିକୁନି ପାଦ ଧିରେ ଥାପିବାରୁ
କୁଆଡ଼େ ଉଭେଇ ଗଲା ଅସହଣି ଦୁଃଖ ,
କହିବି କାହିଁକି ଭଗବାନ ମୋର
ଆଉ ଟିକେ ଲୋଡ଼ା ସୁଖ !
ତତେ ଦେଖି ଝରେ କବିତାର ଶବ୍ବ
ତୋ ମୁହଁରେ କଟେ ସବୁ ଅବସାଦ
ଜୀଇବାର ଅନୁଭବ
ୟା କୁଇ କହନ୍ତି ଧନରେ ତୁ ମୋର
ସକଳ ସୁଖ ବୈଭବ l
