STORYMIRROR

lopa samal

Others

3  

lopa samal

Others

ବାତ୍ସଲ୍ୟ ମମତା

ବାତ୍ସଲ୍ୟ ମମତା

1 min
133

ବାତ୍ସଲ୍ୟ ମମତା ମାଆ ସ୍ନେହ ପରସ

ସନ୍ତାନ ଲଭଇ ଶକତି ଅଶେଷ।


ସନ୍ତାନ ସେ ପରା ନୟନ ତାରାଟି

ମାଆ ଜୀବ ଜୀବନ ପରାଣ ଧାରାଟି।


ଅମୃତ ଝରଣା ତା ହୃଦୟୁ ଝରଇ

ଅଜର ଅମର ହେବୁ ତାହାକୁ ପିଇ।


ହୀରା ନୀଳା ମୋତି ମାଣିକର ଜ୍ୟୋତି

ଲାବଣ୍ୟ ନିଧିତୁ ଅପୂର୍ବ ମୂରତି।


ମା ପୀରତି ଆଦର ସରଗ ସମାନ

ସେ ପୀରତିରେ ନାହିଁ ଭିନ୍ନ ଅଭିନ୍ନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍