STORYMIRROR

Prabhanjana Tripathy

Others

2  

Prabhanjana Tripathy

Others

ବାସ୍ନା

ବାସ୍ନା

1 min
92

ଫୁଲ ବି କି ଜାଣେ ତା ଦେହର ବାସ୍ନା'

ଦୁର୍ଗନ୍ଧ ନା ସେ ସୁବାଷ..

ଅଫୁଟା ଫୁଟିଲେ ଫୁଟି ବାସ ଦେଲେ

ଖୋଜି ବୁଲେ ପ୍ରିତୀ ରାସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍