ବାସ ଟିକିଏ ବର୍ଷା
ବାସ ଟିକିଏ ବର୍ଷା
ଝିପି ଝିପି ବର୍ଷା କାହିଁ କେତେ ବେଳୁ ହଉଛି
ଝିପି ଝିପି ବର୍ଷା ଲୋକମାନଙ୍କ ପାଇଁ କାଳ ପାଲଟିଛି କି?
ଦୀନ ମୁଲିଆ କମୁକା କାମକୁ ନଯାଇ ପାରି
ବର୍ଷା ଆଗରେ ନିଜ ଦୁଃଖ ପ୍ରକାଶ କରୁଛି !
ବାସ ଟକିଏ ବର୍ଷା
ଏହି ବର୍ଷା ଲୋକଙ୍କ ମନରେ ସୃଷ୍ଟି କରିଛି ଭୟ l
ଏହି ଝିପି ଝିପି ବର୍ଷା ଲୋକଙ୍କର ସର୍ବନାଶ କରିବନି ତ ଆଉ?
ଏହି ପ୍ରଶ୍ନ ବାର ବାର ମୋ ମନରେ ଉଙ୍କି ମାରୁଛି କେଜାଣି
ବର୍ଷାର କୋପ ଧୀରେ ଧୀରେ
ଧରା ପୁଷ୍ଟ କୁ ଆୟତ କରି ନେଉଛି l
ଝିପି ଝିପି ବର୍ଷା ରେ college ପଢୁଆ ଛାତ୍ର
College ଯାଇ ପାରୁନି !ତା ମନରେ ଅନେକ ଦୋନ୍ଦ?
ଛାତ୍ର, ଛାତ୍ରୀମାନେ ନିଜ କ୍ଷୋଭକୁ
ବର୍ଷା ଆଗରେ ପ୍ରକାଶ କରୁଛନ୍ତି l
ହୁଏ ତ ବର୍ଷା ଏମାନଙ୍କ ଦୁଃଖ
ବୁଝି ପାରିଛି ଓ ବର୍ଷାର କୋପ ଶାନ୍ତ ହେବାରେ ଲାଗିଛି l
