Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Others

3  

KRUTIBAS NAYAK

Others

ବାରମାସୀ ଜଗନ୍ନାଥ

ବାରମାସୀ ଜଗନ୍ନାଥ

1 min
255



କିଏ ଶରଧାରେ ଡାକୁଛି କାଳିଆ କିଏ ଜଗା ଡାକିଦିଏ,

ଯିଏ ଯେଉଁ ନାମ ଧରି ଡାକୁଥାଏ ସବୁ ଶୁଣି ହସୁଥାଏ |(ଘୋଷା)


ବୈଶାଖ ମାସରେ ଶ୍ରୀମଧୁସୂଦନ ଜ୍ୟେଷ୍ଠ ମାସେ ତ୍ରିବିକ୍ରମ,

ଆଷାଢ ମାସରେ ରଥଯାତ୍ରା ବେଳେ ତାଙ୍କ ନାମଟି ବାମନ |

ଶ୍ରାବଣ ମାସରେ ଶ୍ରୀଧର ନାମଟି ସ୍ମରଣରେ ପାପଯାଏ |(1)


ଭାଦ୍ରବ ମାସରେ ନାମ ହୃଷୀକେଶ ଶ୍ରାବଣରେ ପଦ୍ମନାଭ,

କାର୍ତ୍ତିକ ମାସରେ ନାମ ଦାମୋଦର ମାର୍ଗଶିରରେ କେଶବ |

ପୌଷ ମାସରେ ନାରାୟଣ ନାମ ଶଙ୍ଖ ଚକ୍ର ଶୋଭାପାଏ |(2)


ମାଘମାସରେ ସେ ମାଧବ ହୁଅନ୍ତି ଫଗୁଣରେ ସେ ଗୋବିନ୍ଦ,

ଚୈତ୍ର ମାସରେ ବିଷନ୍ନୁ ତାଙ୍କ ନାମ ହୃଦୟେ ଦିଏ ଆନନ୍ଦ |

ବାରମାସେ ବାର ନାମ ବଦଳାନ୍ତି ଜଗନ୍ନାଥ ପରା ସିଏ |(3)



Rate this content
Log in