STORYMIRROR

SUKANTA KHANDA

Others

3  

SUKANTA KHANDA

Others

ବାର୍ଦ୍ଧକ୍ଯ

ବାର୍ଦ୍ଧକ୍ଯ

1 min
215


ମୋତେ ଜନ୍ମ ନ ହେଉଣୁ

ବାର୍ଦ୍ଧକ୍ଯ ଗ୍ରାସିଲାଣି

ବିଷାକ୍ତ ଖାଦ୍ଯରୁ 

ବିଷାକ୍ତ ପାଣି, ପବନ ଓ ଆଲୋକରୁ।


ଦେଖ !

କେଶ ମୋର ପାଚିଲାଣି

ଯେମିତି ଦରବୁଢା଼, ନୁହେଁ?


ବାର୍ଦ୍ଧକ୍ଯ ଦୁଃଖର ଘର

ତଥାପି 

କ'ଣ କରିବି କୁହ?

ଈଶ୍ବରଙ୍କ ଇଚ୍ଛାକୁ ସମ୍ମାନ ଦେବା

ବ୍ଯତୀତ ଆଉ କଣ କରା ଯାଇପାରେ...?

      


Rate this content
Log in