Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajat Kumar Nayak

Inspirational

3  

Rajat Kumar Nayak

Inspirational

ବାପା

ବାପା

1 min
7.0K


          ବାପା

ସେଇ ଶକ୍ତ ଚାପୁଡ଼ା  ପଛରେ ଥିଲା 
ଏକ ସ୍ପର୍ଶ ର  ଅନୁଭୂତି .....
ଅନୁଭୂତି ରେ ଥିଲା 
ଅନେକ ମଧୁର ସ୍ମୃତି 
ସ୍ମୃତି ରେ ବି ଲୁଚିଥିଲା 
ଏକ ଆବେଗ ର ବନ୍ଧନ 
ବନ୍ଧନ ପଛରେ ଥିଲା 
ଏକ ପ୍ରୀତିଭରା ଆହ୍ବାନ 
ଏ ମା ରାଗିଛୁ କି ?
ଆଜି ମୋର ହୃଦୟ ଟା  
ଏକାନ୍ତ ରେ 
ନିରୋଳା ରେ 
ନିସ୍ତବ୍ଦ ରାତି ରେ 
ବ୍ୟାକୁଳ ହେଇ ଖୋଜୁଛି 
ସେଇ ତାରା କୁ 
ଅସଂଖ୍ୟ ତାରା ଙ୍କ ଗହଣ ରେ  
ଅପଲକ ଆଖି ରେ 
ବୁନ୍ଦା ବୁନ୍ଦା ଲୁହ ରେ 
ଯେଉଁ ତାରା ରେ ସେ 
ସେ *ବାପା* ଶବ୍ଦ ଲୁଚିଛି ....

               ରଜତ


Rate this content
Log in