STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ବାଲି ରେଣୁ

ବାଲି ରେଣୁ

1 min
157

ମୁଁ ଯେ ସାଗର,ବାଲିର ସମୁଦ୍ରେ

ଛୋଟ ଏକ ବାଲି ଅଣୁ,,,

ସଂସାରରେ ଛନ୍ତି ବିଖ୍ୟାତ ବିଖ୍ୟାତ

ମୁଁ, ମିସେ ନାହିଁ କୋଉ କୋଣୁ,,,,ll


ଭାଗ୍ୟବାନ ମଣେ ତେଣୁ,,

କିଛି ନ ହେଲେବି

ସାଗର ବୁକୁରେ,,

ଛୋଟ ଗୋଟେ ବାଲି ରେଣୁ,,,,,ll


Rate this content
Log in