STORYMIRROR

Priyashree Baula

Others

3  

Priyashree Baula

Others

ବାଇଚଢେଇରେ ବାଇଚଢେଇ

ବାଇଚଢେଇରେ ବାଇଚଢେଇ

1 min
219

ବାଇଚଢେଇରେ ବାଇଚଢେଇ

କୁଆଡେ ଯାଉ ତୁ ଡେଣା ମେଲାଇ, 

 ଦୂର ଦିଗ୍ବଳୟକୁ ଚାହିଁ 

ଯାଉ ତୋର ଲକ୍ଷ୍ୟ ପୂରା କରିବା ପାଇଁ । 

କୁଟା କାଠି ନେଇ ସଜାଡୁ ବସା 

ସହି ତୁ ଯେ କେତେ ଖରା ବରଷା , 

ଗଛ ତୋ ପାଇଁ ସାହା ଭରସା । 


Rate this content
Log in