STORYMIRROR

Indrabadal Mohanty

Others

0.2  

Indrabadal Mohanty

Others

ବାଦଲ

ବାଦଲ

1 min
13.9K


ମୁଁ ବାଦଲ !

ଇଚ୍ଛା, ବରିଷି ଯିବା ପାଇଁ

ତୁଷାର୍ତ୍ତ ଟାଙ୍ଗର ଭୁଇଁରେ

ମୋ ଆଗମନରେ କେହି ଜଣେ ନାଚିଉଠୁ

ଏ ଖୋଲା ଆକାଶରେ

କେବେ ଜିତାଇବାର ଉତ୍କଣ୍ଠା ସୃଷ୍ଟି କରିବା ଲକ୍ଷ ନିଏ ମୁଁ

ଏଇ ଦୁନିଆରେ

ପୁଣି ଚେଷ୍ଟା ସର୍ବଦା ସୃଷ୍ଟି କରିବାକୁ ଆନନ୍ଦର ଲହରୀ

ସବୁରି ମନରେ

ଇଚ୍ଛା ପୁଣି ସମାଜର ସବୁ ଅଶ୍ରୁଧାରାକୁ ପୋଛି ଦେବାକୁ

ବରଷା ରୂପରେ

ଚେଷ୍ଟା ଇନ୍ଦ୍ରଧନୁ ହୋଇ ପ୍ରଫୁଲିତ ମନର ସମ୍ଭାର ଆଣିବାକୁ

ବାଦଲ ହୃଦୟରେ ॥ 

(ଇନ୍ଦ୍ରବାଦଲ)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍