STORYMIRROR

Judhisthir Majhi

Others

3  

Judhisthir Majhi

Others

ଅତୃପ୍ତ ଆତ୍ମା

ଅତୃପ୍ତ ଆତ୍ମା

1 min
302

ଅତୃପ୍ତ ଆତ୍ମା

ସାଜିଛି ପ୍ରେତାତ୍ମା

ଦେଖ ହେ କେତେ ଭୟଙ୍କର

ନେବ ପ୍ରତିଶୋଧ

ତା ମନ ହେବ ଶାନ୍ତ

ଯେଉଁମାନେ କରିଥିଲେ ତାକୁ ଅତ୍ୟାଚାର


ଭଲ ପାଇବାରେ ତୁ କଲୁ ଛଳନା

ଦେଇଗଲୁ ମତେ କେବଳ ଯନ୍ତ୍ରଣା


ବାହାହେଇ ଘର ସଂସାର କଲୁ

ପର ନାରୀ ସାଥେ ମସ୍ତି କଲୁ

କେତେ ଜୀବନକୁ ତୁ ନର୍କ କଲୁ

ଭଲ ପାଇବାର ପାଉଣା

ଶ୍ମଶାନରେ ମୋ ଦେହ ମନ ପୋତି ଦେଲୁ


ହେ କିସ ଭାବୁଛୁ

ତୋ ଜୀବନରେ କଣ୍ଟା ଥିଲି

ତୁ ସବୁ ଶେଷ କରି ଦେଇଛୁ


ହେଲେ ତୁ ଜାଣିନୁ

ଆଜି ବି ତୋ ପାଖରେ ଅଛି

ନାରୀକୁ ଖେଳନା ପରି

ଖେଳିବା ଜାଣିଛୁ

ତତେ ସବକ ଶିଖାଇବାର ଅଛି



Rate this content
Log in