ଅତିଥି
ଅତିଥି
1 min
349
ତମେ ଆସିବା ବେଳୁ
ଚାଲିଯିବ ବୋଲି କହୁଛ
ଆଜିକ ରହିଯାଅ
ତେଲ ଲୁଣ ସଂସାର ଭିତରେ
ମନ ଭାଜିହେଲେ ହେଉ
ଅନେକ କଥା ବାକିଅଛିା
ତମସହ ଗପିବାକୁ କହିବାକୁ
ଏମିତି କଣ ଚାଲିଯାଆନତି
ଦେଖୁନ ଆକାଶରେ ତାରାସବୁ
କେମିତି ଘୁମେଇଲେଣିା
ସମୟର ଅଶଳସରେ
ପଖୀକଂର କୋଳାହଳସୂର
ନିରବି ଗଲାଣି କେତେବେଳୁା
ପରିସଥିରେ ପଡିଲେବି
ଯିବାର ଅଛିତ ଯିବ
ରାତିଟା ଅନତ ତ ପାହିଯାଉା
ଅନେକ ଦିନପରେ
ତମସହ ମୋର ଦେଖା
ସତେ ଯେମିତି ଭାବମୟ
ଜନମ ଜନମର ନିବିଡ ଆତମିୟତାା
ରହିଯାଏ ଆମଭିତରେଖୁସିର ଛୋଟ ଟୁକୁଡାଟିଏ
ଫୋପାଡିଦେଇ
ଚାଲିଯିବାପାଇଁତରତର
ଗୋଡବଢାଅ ଆଗକୁ
ଆଗ୍ରହକୁ ଉପେଖାକରି
ଚାଲିଯିବାପାଇଁ ଚାହଁଯେ ?
