STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଅତୀତ,ବର୍ତ୍ତମାନ ଓ ଭବିଷ୍ଯତ

ଅତୀତ,ବର୍ତ୍ତମାନ ଓ ଭବିଷ୍ଯତ

1 min
152


ଯିଏ ଚାଲି ଗଲାଣି ତାକୁ ଛାଡି଼ବାକୁ ହେବ

ଯେମିତି ବହି ଯାଉଥିବା ଲୁହ

ବିତି ଯାଇଥିବା ସମୟ।


କିନ୍ତୁ ଅତୀତ ହିଁ ବର୍ତ୍ତମାନର ଚଲାପଥ

ଭବିଷ୍ଯର ପଥ ପ୍ରଦର୍ଶକ

ଯିଏ ଆଣିଥାଏ ସନ୍ତୋଷ ଜୀବନେ।


ବର୍ତ୍ତମାନ ତ ସବୁକିଛି

ଯଦି ହାତଛଡା଼ ହୁଏ

ଜୀବନର ନୌକା ଅଥଳ ଗର୍ଭରେ।



Rate this content
Log in